Jump to content

ଭୂମି ଦେବ

ଉଇକିଅଭିଧାନ‌ରୁ

ଭୂମି ଦେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;)

[ସମ୍ପାଦନା]
୧. ଭୁଦେବ; ବ୍ରାହ୍ମଣ —୧. Brāhmaṇa.
୨. ରାଜା —୨. King.

[ଉ— ଏକ ରଥକରେଟି ଦ୍ରୋଣ ଭୂମି ଦେବ ସଂହାରିବେ କ୍ଷଣକେ ଦେବତା ମାନବ କୃଷ୍ଣସିଂହ. ମହାଭାରତ. ବନ]