ଭୂମି ସାଉଣ୍ଟା
ଦେଖଣା
ଭୂମି ସାଉଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୂମି ସାଉଣ୍ଟା
|
(ପ୍ରୟୋଗ— ଭୁମିସାଉଣ୍ଟା ଦେବା)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୂମିରହେ ଲୁଣ୍ଠନ —Rolling on the ground.
(ଉ—କାଣ୍ଡଘାତରେ ତଳେ ପଡ଼ିଣ କେତୋତା, ଦେବେ ଭୁମି ସାଉଣ୍ଟା ଦନୁଜଙ୍କ ବେଟା କୃଷ୍ଣସିଂହ. ମହାଭାରତ ବନପର୍ବ)