ଭୂରି
ଦେଖଣା
ଭୂରି
ଉଚ୍ଚାରଣ
[ସମ୍ପାଦନା][ଭୂରିତା(ତ୍ୱ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ତୁ ଧାତୁ+କର୍ତ୍ତୃ. ରି)
[ସମ୍ପାଦନା]- ୧. ପ୍ରଚୁର —୧. Plenti ful.
- ୨. ବହୁ; ଅଧିକ —୨. Much; many.
(ଉ— ବିଶାଳ ସେ ଭୂରି ଶାଳ, ବିଲୋକ ଲୋକରେ ମେଳ ଭଞ୍ଜ. ବୈଦେହୀଶବିଳାସ)
ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱର୍ଣ୍ଣ —୧. Gold.
- ୨. ବ୍ରହ୍ମା —୨. Brahmā
- ୩. ବିଷ୍ଣୁ —୩. Bishsṇu.
- ୪. ଶିବ —୪. Siba.
- ୫. ଇନ୍ଦ୍ର —୫. Indra.
- ୬. ସୋମବତ୍ତଙ୍କର ଏକ ପୁତ୍ର —୬. Name of a son of Somadatta.