Jump to content

ଭୂରିଶ୍ରବାଃ

ଉଇକିଅଭିଧାନ‌ରୁ

ଭୂରିଶ୍ରବାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୁରି ଶ୍ରବସ୍; ୧ମା. ୧ବ)

[ସମ୍ପାଦନା]

ଚନ୍ଦ୍ରବଂଶୀୟ ରାଜା ସୋମଦତ୍ତଙ୍କ ପୁତ୍ର — A prince of the lunar dynasty, killed by Arjuna.

[ଦ୍ରଷ୍ଟବ୍ୟ — ଏ ମହାଭାରତ ଯୁଦ୍ଧରେ କୌରବ ପକ୍ଷରେ ଯୁଦ୍ଧ କରି ଶେଷରେ ଅର୍ଜୁନଙ୍କଦ୍ୱାରା ନିହତ ହୋଇଥିଲେ]