ଭୂରିଶ୍ରବା ପାଗ ବାନ୍ଧୁ ବାନ୍ଧୁ ମହାଭାରତ ଶେଷ (ନ୍ୟାୟ; ଯାଜପୁର)
ଦେଖଣା
ଭୂରିଶ୍ରବା ପାଗ ବାନ୍ଧୁ ବାନ୍ଧୁ ମହାଭାରତ ଶେଷ (ନ୍ୟାୟ; ଯାଜପୁର)
ଉଚ୍ଚାରଣ
[ସମ୍ପାଦନା]ଭୁରିଶ୍ରବା ଯୁଦ୍ଧକୁ ଯିବାକୁ ସଜ୍ଜିତ ହେଉ ହେଉ ଅଠର ଦିନ ଯୁଦ୍ଧ ଶେଷ ହେବା ନ୍ୟାୟ;(ତୁଳନା - ପାଗ ବାନ୍ଧୁ ବାନ୍ଧୁ କଚିରି ବରଖାସ୍ତ) —(analogy) To miss a function while making elaborate preparations to attend for the same.