ଭୂର୍ଜ୍ଜ
ଦେଖଣା
ଭୂର୍ଜ୍ଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୂର୍ଜ୍ଜ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୋମଳ ଚର୍ମବତ୍ ତ୍ୱକ୍ୱିଶିଷ୍ଟ ବୃକ୍ଷବିଶେଷ — A variety of the Birch tree; Betula (Kirtikar) Utilis; Betula Bhojpatra (Kirtikar).
[ଦ୍ରଷ୍ଟବ୍ୟ —ଏହା ହିମାଳୟ ପ୍ରଦେଶରେ ଜନ୍ମେ ଏଥିର ତ୍ୱକ୍ ସ୍ତରସ୍ତର ହୋଇ ପତଳା ଚମଡ଼ା ପରି ଛାଡ଼ିଯାଏ ପୂର୍ବେ ହିନ୍ଦୁମାନେ ଏହି ବଳଳରେ ଲେଖୁ ଥିଲେ ବର୍ତ୍ତମାନ ଏଥିରେ ଯନ୍ତ୍ର ଯନ୍ତ୍ର ଲେଖାଯାଏ; ଘର ତିଆରି କରିବା ପାଇଁ ଏ ଗଛର କାଠ ବ୍ୟବହୃତ ହୁଏ— ଯୋଗେଶ୍ଚନ୍ଦ୍ର]