Jump to content

ଭୂଶାୟୀ

ଉଇକିଅଭିଧାନ‌ରୁ

ଭୂଶାୟୀ

ଉଚ୍ଚାରଣ

[ସମ୍ପାଦନା]
(ଭୂଶାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୁ+ଶୀ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପୃଥିବୀ ଉପରେ ଶୋଇଥିବା —୧. Sleeping or lying on the bare ground.
୨. ଭୂମିରେ ପଡ଼ି ଯାଇଥିବା —୨. Fallen down.
୩. ମୃତ (ହିନ୍ଦୀ - ଶ) —୩. Dead.