Jump to content

ଭୂଷଣ

ଉଇକିଅଭିଧାନ‌ରୁ

ଭୂଷଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭୂଷ୍ ଧାତୁ+କରଣ.ଅନ)

[ସମ୍ପାଦନା]
୧. ଅଳଙ୍କାର; ଗହଣା —୧. Ornament.
୨. ସଜ୍ଜା —୨. Paraphernalia.
୩. (+ଭାବ. ଅନ) ଶୋଭା —୩. Beauty.
୪. ଅଳଙ୍କାର ପିନ୍ଧାଇବା —୪. Decoration.
୫. (+କର୍ତ୍ତୃ. ଅନ୍) ବିଷ୍ଣୁ — ୫. Bishṇu.

ସଂସ୍କୃତ - ବିଶେଷଣ - ପୁଂ (ଲକ୍ଷଣାର୍ଥ)

[ସମ୍ପାଦନା]

ଭୂଷଣ ସ୍ୱରୁପ; ଶୋଭା ବା ପ୍ରଶଂସା ବା ଗୌରବୂବର୍ଦ୍ଧକ (ଯଥା— ସ୍ୱର୍ଗତ ମଧୁସୂଦନ କୁଳଭୂଷଣ ପୁତ୍ର ଥିଲେ) — (figurative) Glorifying; glorious; an ornmant (as in 'he was an ornament to the society'.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭୁଷିତ; ଅଳଙ୍କୃତ — Decorated.

[ଉ—ବିଭୂତିରେ ଭୂଷଣ, ଶିରେ ଜଟା ଧରିଣ, ପ୍ରାସାଦ ଦୁଆରେ ବସିଲା ବିଚିତ୍ର ରାମାୟଣ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଶଂସାଯୋଗ୍ୟ ବିଷୟ —୧. A praiseworthy thing.
୨. ଶୋଭାଯୁକ୍ତ ବିଷୟ — ୨. Graceful thing.