ଭୂଷଣୀ
ଭୂଷିତା; ଅଳଂକୃତା — Adorned with ornaments.
[ଉ— ବରବର୍ଣ୍ଣନୀ ନାନାରତ୍ନ ଭୁଷଣୀ ପାରୁଶରେ ଝଟ ଝଟ ଭଞ୍ଜ. ବୈଦେହୀଶବିଳାସ]