Jump to content

ଭୂଷା

ଉଇକିଅଭିଧାନ‌ରୁ

ଭୂଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭୁଷ୍ ଧାତୁ+କରଣ . ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅଳଙ୍କାର; ଭୁଷଣ —୧. Ornament; decoration.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଶ୍ ଧାତୁ)

[ସମ୍ପାଦନା]

ବିନ୍ଧିବା; କେଞ୍ଚିବା — Thrusting; goring.

[ଉ— ଅନଙ୍ଗ ବାଣବରଷା ସଙ୍ଗେ ଓ କୁରଙ୍ଗଦୃଶା, ସରୋଷ ଅପାଙ୍ଗଭୁଷା ମିଶିଲାରେ କବିସୂର୍ଯ୍ୟ, ସଙ୍ଗୀତ]