Jump to content

ଭୂଷିବା

ଉଇକିଅଭିଧାନ‌ରୁ

ଭୂଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରି— (ସଂସ୍କୃତ - ଭୂଷ୍ ,ଧାତୁ)

[ସମ୍ପାଦନା]

ଭୁଷଣ କରିବା; ମଣ୍ଡିବା —To deck; to decorate.

(ଉ— ଅଳକା ଶିର ଭୁଷଇ ହେ ରାଧାନାଥ. ମେଧଦୂତ)