ଭୂସ୍ତୃଣ
ଦେଖଣା
ଭୂସ୍ତୃଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୂ+ତୃଣ)
[ସମ୍ପାଦନା]ସୁଗନ୍ଧି ତୃଣବିଶେଷ; ଗନ୍ଧତୃଣ; ଧନିନ୍ତ୍ରୀ —Andropogen Citratus; lemon-secented grass.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ବିରେଚକ, ଲଘୁ, ଅଗ୍ନିଦୀପକ, ରୁକ୍ଷ, ନେତ୍ରର ଅହିତ— କର, ମୁଖଶୋଧକ, ଓ ବୃଷ୍ୟ,ମଳ— ବର୍ଦ୍ଧକ ଓ ପିତ୍ତର ଓ ରକ୍ତର ପୁଷ୍ଟି— କର ]