Jump to content

ଭୂସ୍ଥା

ଉଇକିଅଭିଧାନ‌ରୁ

ଭୂସ୍ଥା

ଉଚ୍ଚାରଣ

[ସମ୍ପାଦନା]
(ଭୂସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଭୂ+ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ପୃଥୀବିସ୍ଥିତ — Situated on the earth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟ (ହିନ୍ଦୀ - ଶ) —Man.