Jump to content

ଭୂସ୍ୱାମୀ

ଉଇକିଅଭିଧାନ‌ରୁ

ଭୂସ୍ୱାମୀ

ଉଚ୍ଚାରଣ

[ସମ୍ପାଦନା]
(ଭୂସ୍ୱାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତୁ+ସ୍ୱାମିନ୍. ୧ମା. ୧ବ)

[ସମ୍ପାଦନା]
୧. ଜମିଦାର — ୧. Landlord; zemindar.
୨. ଭୂପତି; ରାଜା —୨. King.