Jump to content

ଭୂୟଃ

ଉଇକିଅଭିଧାନ‌ରୁ

ଭୂୟଃ

ଉଚ୍ଚାରଣ

[ସମ୍ପାଦନା]
(ଭୂୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବହୁ+ଇୟସ୍ ଶବ୍ଦ, ପ୍ରଥମା ୧ବଚନ)

[ସମ୍ପାଦନା]

ଆଧିକ୍ୟ; ବାହୁଲ୍ୟ —Excess.

ବିଶେଷଣ -

[ସମ୍ପାଦନା]
୧. ଅଧିକ; ବହୁ —୧. Great; many; much.
୨. ପ୍ରଚୁର —୨. Plentiful
୧. ପୁନର୍ବାର — ୧. Again.
୨. ପୁନଃ ପୁନଃ —୨. Repeatedly.