ଭୂ ଚର
ଦେଖଣା
ଭୂ ଚର
ଉଚ୍ଚାରଣ
[ସମ୍ପାଦନା](ଭୂଚରୀ—ସ୍ତ୍ରୀ)
ସଂସ୍କୃତ - ବିଣପୁଲିଙ୍ଗ - (ଭୂ+ଚର୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ସ୍ଥଳଚର; ଯେ ପୃଥିବୀ ଉପରେ ବିଚରଣ କରେ —Roaming on the earth.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମନୁଷ୍ୟାଦି ସ୍ଥଳଚର ଜୀବ —୧. Animals moving on the land.
- ୨. ଶିବ (ହିନ୍ଦୀ - ଶ.) —୨. Ṡiba.
- ୩. ତନ୍ତ୍ର ଅନୁସାରେ ଏକ ପ୍ରକାର ସିଦ୍ଧି, ଯହିଁ ଫଳରେ ସାଧକର କୌଣସି ସ୍ଥାନ ଅଗମ୍ୟ, କୌଣସି ବସ୍ତୁ ଅପ୍ରାପ୍ୟ ଓ କୌଣସି ବିଷୟ ଅଦୃଶ୍ୟ ରହେ ନାହିଁ (ହିନ୍ଦୀ - ଶ.) —୩. A sort of success in Tantric exercise in which a person can go any where and can see and do any thing.