Jump to content

ଭୂ ଛାୟା

ଉଇକିଅଭିଧାନ‌ରୁ

ଭୂ ଛାୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; (ଭୂ+ଛାୟା)

[ସମ୍ପାଦନା]
୧. ପୃଥିବୀର ଛାୟା — ୧. The shadow of the earth.
୨. ରାହୁ —୨. The Dragon's head; the ascending node; the shadow of the earth falling
on the moon causing ecipse.
୩. ଅନ୍ଧାକାର —୩. Darkness.