Jump to content

ଭୂ ତତ୍ତ୍ୱ

ଉଇକିଅଭିଧାନ‌ରୁ

ଭୂ ତତ୍ତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୂ=ପୃଥିବୀ+ତତ୍ତ୍ୱ)

[ସମ୍ପାଦନା]

ପୃଥିବୀର ଉତ୍ପତ୍ତି, ପରିଣତି ଆଦି ସମ୍ୱନ୍ଧୀୟ ବିଜ୍ଞାନ —Geology.