Jump to content

ଭୂ ରୁହ

ଉଇକିଅଭିଧାନ‌ରୁ

ଭୂ ରୁହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୂ+ରୁହ୍ ଧାତୁ+ଆ)

[ସମ୍ପାଦନା]
୧. ବୃକ୍ଷ —୧. Tree
୨. ବୃକ୍ଷଲତାଦି —୨. Vegetables.
୩. ଅର୍ଜୁନ ବୃକ୍ଷ —୩. Arjuna (tree).
୪. ଶାଳ ବୃକ୍ଷ — ୪. Ṡāḻa (tree)