Jump to content

ଭୂ ସଂସ୍କାର

ଉଇକିଅଭିଧାନ‌ରୁ

ଭୂ ସଂସ୍କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଯଜ୍ଞ, ହୋମ, ବୈଶ୍ୱଦେବ ଆଦିର ପୂର୍ବରୁ ଭୂମିରେ ରେଖାଙ୍କନ , କୁଶ, ଗୋମୟ ଓ ଉଦକଦ୍ୱାରା ବିଧିପୂର୍ବକ ଭୁମିର ସଂସ୍କାର ବା ପରିଷ୍କରଣ — The consecration or ceremonial cleansing of the site for a vedic fire-sacrifice or B&aline;i̱ṡwadeba.