ଭୃକୁଟୀ କୁଟିଳାନନ
ଦେଖଣା
ଭୃକୁଟୀ କୁଟିଳାନନ
ଉଚ୍ଚାରଣ
[ସମ୍ପାଦନା][ଭୃକୁଟି(ଟୀ) କୁଟିକାନନା—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ - (ଭୃକୁଟୀଦ୍ୱାରା କୁଟିଶ ଆନନ; ୩ୟା ତତ୍ ଓ କର୍ମଧା)
[ସମ୍ପାଦନା]ଭୃଭଙ୍ଗୀଦ୍ୱାରା ଓ ବକ୍ର ହୋଇଥିବା ମୁଖ —A face made wry with frowning; scowling face.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍ ଓ ବହୁବ୍ରୀହି)
[ସମ୍ପାଦନା]ଭୃକୁଟିଦ୍ୱାରା ଯାହା ମୁହ ବଙ୍କା ହୋଇଛି — With the face made wry with frowning scowling.