Jump to content

ଭୃଗୁଜ

ଉଇକିଅଭିଧାନ‌ରୁ

ଭୃଗୁଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୃଗୁ+ଜନ୍ ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]

ଭୃଗୁବଂଶ ଜାତ —Born in the family of Bhṛugu.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭୃଗୁଙ୍କ ପୁତ୍ର —୧. Son of Bhṛugu.
୨. ଭୃଗୁବଂଶୀୟ ବ୍ୟକ୍ତି —୨. A scion of the Bhṛugu family.
୩. ଶୁତ୍ରାଚାର୍ଯ୍ୟ — ୩. Ṡukrāchārj̄ya.