Jump to content

ଭୃଗୁପତି

ଉଇକିଅଭିଧାନ‌ରୁ

ଭୃଗୁପତି

ଉଚ୍ଚାରଣ

[ସମ୍ପାଦନା]

ଭୃଗୁସୁତ, ଭୃଗୁନନ୍ଦ (ନନ୍ଦନ), ଭୃଗୁନାଥ, ଭୃଗୁନାୟକ, ଭୃଗୁରାମଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ଭୃଗୁ=ଭୃଗୁ ବଂଶ+ପତି=ଶ୍ରେଷ୍ଠ ବୀର)

[ସମ୍ପାଦନା]

ଭାର୍ଗବ; ପର୍ଶୁରାମ (ବିଷ୍ଣୁଙ୍କ ଅବତାର) — Paraṡurāma, an incarnation of Bishṇu.