ଭୃଙ୍ଗ
ଦେଖଣା
ଭୃଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭୃ. ଧାତୁ+କର୍ତ୍ତୃ. ଗ)
[ସମ୍ପାଦନା]- ୧. ଭ୍ରମର —୧. The humble bee.
- ୨. ଭୀମରାଜ ପକ୍ଷୀ —୨. The fork-tailed shrike; the black drongo .
- ୩. ବିଟ; ଲମ୍ପାଟ ବ୍ୟକ୍ତି —୩. A libertine; a lecher.
- ୪. ସ୍ୱର୍ଣ୍ଣର ଜଳପାତ୍ର —୪. A golden Vase.
- ୫. ଗୁଳ୍ମ— ବିଶେଷ; କେଶଦୁଦୁରା —୫. Name of a plant.
- ୬. ଗୁଡ଼ତ୍ୱକ୍ ଗଛ —୬. Cinnamon.
- ୭. ଭୃଙ୍ଗରାଜ ଗଛ — ୭. Wedelia Calendulacea.
(ଉ—ବିଭ୍ରାଜିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗ କରେ କେଳି, ବନୀ ବନୀ ବନିତା କି ପୁଷ୍ପହାସେ ଝଳି ଭଞ୍ଜ. ବୈଦେହୀଶବିଳାସ)
- ୮. ଭିରୁଡ଼ି — ୮. Wasp.