Jump to content

ଭୃଙ୍ଗରାଜ

ଉଇକିଅଭିଧାନ‌ରୁ

ଭୃଙ୍ଗରାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଳା ଉଅଁର —୧. The black tree.
୨. ଭ୍ରମର ଶ୍ରେଷ୍ଠ —୨. A big humble bee.
୩. ବଡ଼ କଜଳପାତୀ ଜାତୀୟ ଭୀମରାଜ ପକ୍ଷୀ —୩. The large racket-tailed black drongo.
୪. ଯଜ୍ଞବିଶେଷ —୪. Name of a vedic sacrifice.
୫. ଗନ୍ଧସ୍ୱାଦବିହୀନ ଶାକବିଶିଷ [ଦ୍ରଷ୍ଟବ୍ୟ —ଏହା କେଶବର୍ଦ୍ଧକ ଓ କେଶର ହିତକର (ଅନ୍ୟ ସଂସ୍କୃତ - ନାମ କେଶରାଜ, କେଶ୍ୟ, କୁନ୍ତଳବର୍ଦ୍ଧକ) କେଶରଦା; କେଶଦୁଦୁରା ଗୁଳ୍ମ (ଏହା ଆର୍ଦ୍ର ସ୍ଥାନମାନଙ୍କରେ ଜନ୍ମେ) — ୫. Wedelia Calendulacea (a herb) Verbesina Scandens.
୬. ଏକପ୍ରକାର ଗୁଳ୍ମ — ୬. Spilanmthes Oleracia (plant).