ଭୃଙ୍ଗାର
ଦେଖଣା
ଭୃଙ୍ଗାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଆର=ଯାହା ଜଳ ଧାରଣ କରେ)
[ସମ୍ପାଦନା]- ୧. ଝରୀ; ଗଡ଼ୁ; ଜଳ— ପାତ୍ର ବଶେଷ —୧. A waterpot with a spout;
- ୨. ଲବଙ୍ଗ —୨. Clove.
- ୩. ସୁବର୍ଣ୍ଣ —୩. Gold.
- ୪. ଭୃଙ୍ଗରାଜ (ଦେଖ) - —୪. Bhṛuṅgarāja (See)
- ୫. ସ୍ୱର୍ଣ୍ଣନିର୍ମିତ ଜଳପାନପାତ୍ର (ହିନ୍ଦୀ - ଶ) —୫. A drinking vessel made of gold.