ଭୃତ
ଦେଖଣା
ଭୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭୃ. ଧାତୁ+କର୍ମ. ତ)
[ସମ୍ପାଦନା]- ୧. ପାଳିତ; ପୁଷ୍ଟ — ୧. Brought up. maintained.
- ୨. ପୂର୍ଣ୍ଣ — ୨. Full; filled up.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭୃତ୍ୟ; ଚାକର (ହିନ୍ଦୀ - ଶ) —୧. Servant.
- ୨. ବୋଝିଆ ଚାକର; ସବାକଚାବୁହା ଚାକର [ହିନ୍ଦୀ - ଶ] —୨. A servant who carries his master's luggage.