Jump to content

ଭୃତକ

ଉଇକିଅଭିଧାନ‌ରୁ

ଭୃତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ+କରଣ.ତ+କ)

[ସମ୍ପାଦନା]
୧. ମୂଲ୍ୟ; ବେତନ; ଦରମା —୧. Wages; salary.
୨. (+କର୍ମ ତ+କ) ଭୂତ୍ୟ; ଚାକର —୨. Servant.
୩. (+କର୍ତ୍ତୃ. ତ+କ) ମାସ —୩. Month.

ବିଶେଷଣ -

[ସମ୍ପାଦନା]

ବେତନଗ୍ରାହୀ — Acting for wages; salaried.