ଭୃତି
ଦେଖଣା
ଭୃତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ+କରଣ.ତି)
[ସମ୍ପାଦନା]- ୧. ବେତନ — ୧. Selary.
- ୨. (+ଭାବ. ତି) ପୂର୍ଣ୍ଣତା — ୨. Fullness.
- ୩. (+କରଣ. ତି ବର୍ତ୍ତି; ଖୋରାକ— ପୋଷାକ ଖଞ୍ଜା —୩. Maintetence grant.
- ୪. (+ଭାବ. ତି) ଭରଣପୋଷଣ —୪. Maintenance.
- ୫. (+କର୍ତ୍ତୃ.ତ) ମୂଳ ଧନ —୫. Capital
- ୬. ମୂଲ୍ୟ —୬. Price; value.
- ୭. (+ଭାବ. ତି) ପୂରଣ —୭. Filling up.