Jump to content

ଭୃତ୍

ଉଇକିଅଭିଧାନ‌ରୁ

ଭୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୃ. ଧାତୁ+କର୍ତ୍ତ. କ୍ୱିପ; ଅନ୍ୟ ଶବ୍ଦ ପରେ ଯୁକ୍ତ ହୁଏ; ଯଥା—ଭୂଭୃତ୍)

[ସମ୍ପାଦନା]
୧. ପାଳନକର୍ତ୍ତା —୧. Supporting; maintaining.
୨. ଧାରୀ, ଧାରଣକର୍ତ୍ତା — ୨. Holding; bearing.
୩. ଯେ ଉଠାଇ ଧରେ —୩. Upholding.