Jump to content

ଭୃତ୍ୟାଧ୍ୟାପନ

ଉଇକିଅଭିଧାନ‌ରୁ

ଭୃତ୍ୟାଧ୍ୟାପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍, ଭୃତ୍ୟ+ଅଧ୍ୟାପନ)

[ସମ୍ପାଦନା]

ଦରମା ନେଇ ବେଦ ପଢ଼ାଇବା —Teaching of the Bedas in return for wages received. [ଦ୍ରଷ୍ଟବ୍ୟ —ଏହା ଶାସ୍ତ୍ରନୁସାରେ ନିନ୍ଦନୀୟ ]