Jump to content

ଭୃଶ

ଉଇକିଅଭିଧାନ‌ରୁ

ଭୃଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୃଶ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବହୁଳ; ଅତ୍ୟନ୍ତ — ୧. Excessive.
୨. ବାରଂବାର ଘଟୁଥିବା — ୨. Repeated.

କ୍ରି.ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ —୧. Very much.
୨. ପୁନଃ ପୁନଃ; ବାରମ୍ୱାର —୨. Repeatedly.