ଭେଁ
ଦେଖଣା
ଭେଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଁ ଭଁ, ଭେଁ ଭେଁ ଅନ୍ୟରୂପ
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଉଚ୍ଚୈଃସ୍ୱରରେ କାନ୍ଦିବାର ଶବ୍ଦ —୧. Sound of loud cry
- ୨. କୁକୁରଙ୍କ ଦୀର୍ଘ ଭୁକିବାର ଶବ୍ଦ — ୨. Sound of long barking or whining of a dog.
ବିଶେଷ୍ୟ -
[ସମ୍ପାଦନା]ଭେଁ ଭେଁ ଶବ୍ଦ କରି କାନ୍ଦିବା ଶିଶୁ —A child given to loud crying; a whining child.
[ଉ—ଚେଁ କାନ୍ଦେ, ଭେଁ କାନ୍ଦେ, କାନ୍ଦେ ନଟେଇ ମୂଷି, ନଟକୁମର କାନ୍ଦୁଅଛି ଘରକୁ ନ ଆସି—କାହାଣୀ ଗୀତ]