Jump to content

ଭେଉ

ଉଇକିଅଭିଧାନ‌ରୁ

ଭେଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭେଦ)

[ସମ୍ପାଦନା]

ମର୍ମ; ରହସ୍ୟ; ଫେଉ —Secret; key.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିର ବାଗ; ଢଙ୍ଗ; ରୀତ —One's ways.

[ ଯଥା—ତାର ଭେଉ ପାଇବା ବଡ଼ କଠିନ ]