Jump to content

ଭେକଟ

ଉଇକିଅଭିଧାନ‌ରୁ

ଭେକଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେକଟ; ଭାକୁଟ)

[ସମ୍ପାଦନା]

ଭାକୁଡ଼ ମାଛ ଜାତୀୟ ବଡ଼ ଲୁଣୀ ମାଛ —A big salt-water fish; Latis Calcarifer; Coius Vacti.

[ଦ୍ରଷ୍ଟବ୍ୟ —ଏମାନେ ସମୁଦ୍ରରେ ଥାଆନ୍ତି ଓ ନଈବଢ଼ି ସମୟରେ ନଈମୁହଁବାଟେ ମିଠା ପାଣିକୁ ଉଠି ଆସନ୍ତି; ଦୀର୍ଘରେ ୩ ୪: ହାତ ଲମ୍ୱ ହୁଅନ୍ତି ଭାକୁଡ଼ ମାଛଙ୍କ ଅପେକ୍ଷା ଏମାନଙ୍କ ମୁହଁ ଗୋଜିଆ ଓ ତଳ ଓଠ ବଡ଼; ପିଠି ଉପରର କଣ୍ଟା ଭାରୀ ଦାଢୁଆ [ ଉ—ଶଳ୍କାବୃତ ବପୁ ପ୍ରକଟେ ଭେକଟା ରାଧାନାଥ—ଚିକିକା ]