Jump to content

ଭେକଟା ମୁହାଁ

ଉଇକିଅଭିଧାନ‌ରୁ

ଭେକଟା ମୁହାଁ

ଉଚ୍ଚାରଣ

[ସମ୍ପାଦନା]
[ଭେକଟା(ଟୀ)ମୁହୀଁ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଭେକଟା ମାଛ ପରି ଗୋଜା ମୁହାଁ — ୧. (a person) Having powted lips (like the boar-fish).
୨. (ସଂସ୍କୃତ - ବିକଟ+ମୁଖ) ବିକଟ ମୁଖ ବିଶିଷ୍ଟ; କରାଳ— ବଦନ —୨. Having an ugly face; having a fierce visage.