Jump to content

ଭେକନୀ

ଉଇକିଅଭିଧାନ‌ରୁ

ଭେକନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭେକ+ସଦୃଶାର୍ଥେ ନ+ଈ)

[ସମ୍ପାଦନା]

ଏଣ୍ଡୁଳା ମାଛ (ଲମ୍ୱ ୧୨ ୧୪: ଆଙ୍ଗୁଳ; ପୋହଳା ମାଛ ଜାତୀୟ ଏମାନେ ମୁଣ୍ଡ ଉପରକୁ ଉଠାଇ ନଈରେ ପହଁରନ୍ତି ଏମାନଙ୍କ ଆଖି କପାଳ ଉପରେ ବେଙ୍ଗଙ୍କ ପରି ଉଠିଥିବାରୁ ଏ ନାମ— କରଣ) —A kind of fresh water fish with protruding eyes; Mugil Corsula.