Jump to content

ଭେକା

ଉଇକିଅଭିଧାନ‌ରୁ

ଭେକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଅବାକ୍)

[ସମ୍ପାଦନା]
୧. ଅବାକ୍; ବାକ୍ୟରହିତ — ୧. Dumb.
୨. ବକା; ବୋକା; ଓଲ୍ଲୁ — ୨. Stupid; silly; foolish.
୩. କିଂକର୍ତ୍ତବ୍ୟବିମୂଢ଼ —୩. Bewildered; struck dumb; confounded.

(ଉ—ଭେକା କରି ଦେଲା ଦେବୀଙ୍କି ଭୀଷଣ ଅଶ୍ରୁତପୂର୍ବ ଘଟନା ରାଧାନାଥ, ପାର୍ବତୀ)



ଭେକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅତି ଦୀନାଭାବାପନ୍ନ; ପଙ୍କାଳିଆ — ୧. Beggarly; poor.
୨. କୂରୂପ —୨. Ugly.
୩. ଅଭାବଗ୍ରସ୍ତ —୩. Needy.