ଭେକ ଘିନିବା
ଦେଖଣା
ଭେକ ଘିନିବା
ଉଚ୍ଚାରଣ
[ସମ୍ପାଦନା](ଭେକ ନେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭେକ ଘିନିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଶିଷ୍ଟ ବେଶ ଧାରଣ କରିବା; ବେଶ ପିନ୍ଧିବା —୧. To put on a special dress.
- ୨. ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ ସମୟରେ ଡୋର କୌପୁନି ଆଦି ଗ୍ରହଣ କରି ବୈଷ୍ଣବ ହେବା — ୨. To be converted to B&aline;i̱shṇabism by taking the garb (a string for the waist and a strip of cloth to cover the privities and a string of rosaries) from the preceptor at the initiation.
(ଉ—ଗ୍ରାମର ବୁଢ଼ା ଭଳିଆ ଦଶ ବାର ଜଣ ତନ୍ତୀ ଭେକ ନେବାର କଥା ହେଲାଣି ଫକିରମୋହନ—ଛମାଣ ଆଠଗୁଣ୍ଠ)