Jump to content

ଭେକ ଦେବା

ଉଇକିଅଭିଧାନ‌ରୁ

ଭେକ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗୁରୁ) ଶିଷ୍ୟକୁ ମନ୍ତ୍ରରେ ଦୀକ୍ଷିତ କରିବା ସମୟରେ ବୈଷ୍ଣବର ଭେକ (ଡୋରୀ, କୌପୁନୀ, ମାଳି, ତିଳକ ଆଦି) ଶିଷ୍ୟକୁ ଅର୍ପଣ କରିବା — (a religious preceptor) To hand over to a disciple formally the garb of one's sect while initiating him.