ଭେକ ଧାରୀ
ଦେଖଣା
ଭେକ ଧାରୀ
ଉଚ୍ଚାରଣ
[ସମ୍ପାଦନା][ଭେକ(ଖ)ଧାରିଣୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବେଶଧାରୀ)
[ସମ୍ପାଦନା]- ୧. ବେଶ ପିନ୍ଧି— ଥିବା —୧. Wearing a fress; dressed.
- ୨. ଛଦ୍ମ ବେଶଧାରୀ —୨. Masked.
(ଉ—କେହି ବିଷ ଦାନେ ଗୁପତ ମାରଣେ, ଧର୍ମ ଭେକଧାରୀ କେହୁ ଗୈରିକ ବସନେ ରାଧାନାଥ. ମହାଯାତ୍ରା)
- ୩. କପଟାଚାରୀ —୩. Hypocritical.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୈଷ୍ଣବ —B&aline;i̱shṇaba.
(ଉ— ତୁଳସୀର ପତର ଯେ ଅଟେ ପୁଣ ସରି, ସାନ ବଡ଼ ନ କରିବ ଯେତେ ଭେକଧାରୀ ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା)