Jump to content

ଭେଜିବା

ଉଇକିଅଭିଧାନ‌ରୁ

ଭେଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)

[ସମ୍ପାଦନା]

ପଠାଇବା —To send; despatch.

(ଉ—ସରକାରକୁ ଭେଜିବା ସକାଶେ ଲାସ୍ ଦେହରୁ ଅଳଙ୍କାର ସବୁ ବାହାର କରାଯାଇ ଜମାଦାର ଥଳୀରେ ରଖିଲେ ଫକୀରମୋହନ ଛ ମାଣ ଆଠଗୁଣ୍ଠ)

[ଦ୍ରଷ୍ଟବ୍ୟ —ଉତ୍କଳର କଚେରୀମାନଙ୍କରେ ଫାରସୀ ନବଜମାନେ ପ୍ରଚଳିତ ହେଉଥିବା, ଭେଜିବା, ଭେଜିତ ଶବ୍ଦମାନଙ୍କର ପ୍ରୟୋଗ ରୋବକାରୀ, ରିପୋଟ୍ ଓ ସନନ୍ଦମାନଙ୍କରେ ବ୍ୟବହୃତ ହୋଇଥିବାର ଦେଖାଯାଏ]