ଭେଟଣ
ଦେଖଣା
ଭେଟଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭେଦନ)
[ସମ୍ପାଦନା]- ୧. ହଠାତ୍ ଭେଟ ହେବା — ୧. Sudden meeting; encounter.
- ୨. ଭୂତ ପିଶାଚାଦିଙ୍କୁ ହଠାତ୍ ଭେଟିବା ଯୋଗୁଁ ଲୋକ ଛାନିଆଁ ଓ ମାରାତ୍ମକଭାବେ ପୀଡ଼ାଗ୍ରସ୍ତ ହେବା — ୨. Being overtaken with sudden alarm and mortal disease on encountering a ghost or other preternatural being.
- ୩. ଭୂତ ପିଶାଚାଦିଙ୍କ ହାବୁଡ଼ରେ ମନୁଷ୍ୟ ପଡ଼ିଯିବା ଓ ଜଜ୍ଜନିତ ମନୁଷ୍ୟଠାରେ ଭୂତାବେଶ ହେବା —୩. Sudden encounter with a ghost or evil spirit and consequent possession of the person with the same.
ବିଶେଷଣ -
[ସମ୍ପାଦନା]- ୧. ହଠାତ୍ ଭୂତ ପିଶାଚାଦିଙ୍କ ହାବୁଡ଼ରେ ପଡ଼ିଯିବା ଯୋଗୁଁ ମାରାତ୍ମକ ଉନ୍ନାଦି; ଜ୍ୱର, ଝାଡ଼ା, ବାନ୍ତିଦ୍ୱାରା ପୀଡ଼ାଗ୍ରସ୍ତ(ବ୍ୟକ୍ତି) —୧. (a person) Overtaken with sudden alarm and mortal disease (fever, vomiting and evacuation)
- ୨. (ଲକ୍ଷଣାର୍ଥ) କିଂକର୍ତ୍ତବ୍ୟବିମୂଢ଼ —୨. (figurative) Bewidered.
(ଉ—ପଦ ବୋଉ କୁଆଡ଼େ ଗଲା? ମୁଁ ତ ଭେଟଣା ହୋଇଗଲି ଭିକାରୀ ଯୌତୁକ)