Jump to content

ଭେଟା

ଉଇକିଅଭିଧାନ‌ରୁ

ଭେଟା

ଉଚ୍ଚାରଣ

[ସମ୍ପାଦନା]
(ଭେଟେଈ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଭେଟାଏ —୧. One who brings about an interview.
୨. (ଗାଳି) ଯେଉଁ ବ୍ୟକ୍ତି କୌଣସି ପୁରୁଷ ନିକଟରେ ପର— ସ୍ତ୍ରୀକୁ ଆଣି ଭେଟାଏ; ଭାରଦା —୨. Panderer

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଭିଟାମାଟି —Homestead land.