Jump to content

ଭେଟାଭେଟି

ଉଇକିଅଭିଧାନ‌ରୁ

ଭେଟାଭେଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ପରସ୍ପର ମିଳନ ବା ସାକ୍ଷାତ — Meeting each other; interview.

(ଉ— ସେ ପ୍ରିୟ ପ୍ରିୟା ଦୁହେଁ ହୋଇ ଭେଟାଭେଟି କୃଷ୍ଣସିଂହ. ମହାଭାରତ. ବନ)