ଭେଟି
ସଲାମୀ; ଦର୍ଶନୀ; ରାଜା, ଜମିଦାର ବା ଦେବତା ଆଦିଙ୍କୁ ପହିଲେ ଭେଟିବା ସମୟରେ ବା ଉତ୍ସବାଦି ସମୟରେ ଦିଆଯିବା ଉପଢୌକନ —Presents given to a king or landlord of a Deity at the first meeting.
(ଯଥା—ଦଶହରା ଭେଟି; ସୁନିଆଭେଟି ଇତ୍ୟାଦି)