ଭେଟ ପାଇବା
ଦେଖଣା
ଭେଟ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଟ ପାଇବା
|
(ଭେଟ ମିଳିବା—ବିଶେଶ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସାକ୍ଷାତ ପାଇବା; ଦର୍ଶନ ପାଇବା — To have an interview.
(ଉ—ପାଇବ ଭେଟ କଣ୍ୱ ଋଷିଙ୍କ ଈଶ୍ୱର କୃଷ୍ଣସିଂହ. ମହାଭାରତ. ଆଦି)
ଭେଟ ପାଇବା
|
(ଭେଟ ମିଳିବା—ବିଶେଶ୍ୟରୂପ)
ସାକ୍ଷାତ ପାଇବା; ଦର୍ଶନ ପାଇବା — To have an interview.
(ଉ—ପାଇବ ଭେଟ କଣ୍ୱ ଋଷିଙ୍କ ଈଶ୍ୱର କୃଷ୍ଣସିଂହ. ମହାଭାରତ. ଆଦି)