Jump to content

ଭେଟ ଶାଳା

ଉଇକିଅଭିଧାନ‌ରୁ

ଭେଟ ଶାଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ମଣ୍ଡପରେ ରାଣୀ ବା ଠାକୁରାଣୀ (ଯଥା—ମହାଲକ୍ଷ୍ମୀଙ୍କ ବିଗ୍ରହ) ପ୍ରବାସରୁ ଆସୁଥିବା ରାଜାଙ୍କୁ ବା ଠାକୁରଙ୍କ ବିଗ୍ରହଙ୍କୁ (ଯଥା—

ଗୁଣ୍ଡିଚା ଘରୁ ଆସୁଥିବା ଜଗନ୍ନାଥଙ୍କୁ) ପ୍ରଥମରେ ଦେଖା କରନ୍ତି —A temple or house at which place the Queen or the female Deity (e.g. Lakshmī) first seen or meets with the King or the male Deity (e.g. Lord Jagannātha) respectively while he is returning home after a sojourn.

(ଉ—ବିପ୍ର ଗଙ୍ଗାଧର ସେବା କରିଣ ଦେଖିଣ କରୁଣାସିଦ୍ଧୁ, ବେନି ହସ୍ତ ଧରି ଭେଟ ଶାଳାକୁ ବିଜେ କଲେ ଦୀନବନ୍ଧୁ ଦୀନକୃଷ୍ଣ. ଗୁଣସାଗର)