Jump to content

ଭେଣ୍ଟ

ଉଇକିଅଭିଧାନ‌ରୁ

ଭେଣ୍ଟ

ଉଚ୍ଚାରଣ

[ସମ୍ପାଦନା]

(ଭେଣ୍ଟଲା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ ବଙ୍ଗାଳୀ - ଭେଁଟୁ; ଘେଁଟୁ)

[ସମ୍ପାଦନା]

କଇଁଫୁଲର ମଞ୍ଜି —The seeds of waterlily.

[ଦ୍ରଷ୍ଟବ୍ୟ —ଏ ମଞ୍ଜିମାନ ସୋରିଷ ପରି; ଏହାକୁ ଭାଜିଲେ ଏଥିରୁ ବାହାରିବା ଖଇକୁ ଭେଣ୍ଟଖଇ ବା ଭେଣ୍ଟଲା ଖଇ କହନ୍ତି]