ଭେଣ୍ଡା
ଦେଖଣା
ଭେଣ୍ଡା
ଉଚ୍ଚାରଣ
[ସମ୍ପାଦନା](ଭେଣ୍ଡିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା](ଭେଣ଼୍ଡୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ତା. ବେଣ୍ଡୁ=ଯୁବକ)
[ସମ୍ପାଦନା]- ୧. ଯୁବା; ଯୁବକ —୧. Youth; young.
(ଉ— ସହଜେ ତ ହୋଇଛୁ ଭେଣ୍ଡିଆ ବୟସ କୃଷ୍ଣସିଂହ. ମହାଭାରତ. ସଭା)
- ୨. ବଳିଷ୍ଠ —୨. Strong.
(ଉ—ନକୁଳଙ୍କ ରଥ ଈଷାକୁ ମାରି ଖଣ୍ଡା, ଛିଣ୍ଡାଇ ପକାଇଲେ ଶଲ୍ୟ ମହା ଭେଣ୍ଡା କୃଷ୍ଣସିଂହ, ମହାଭାରତ. ଶଲ୍ୟ)
ବିଶେଷ୍ୟ -
[ସମ୍ପାଦନା]- ୧. ଯୁବକ —୧. A youth; a young man strong youth.
(ଉ—ସହଜରେ ତ ଅତି ସୁନ୍ଦର ସେ ଭେଣ୍ଡା କୃଷ୍ଣସିଂହ. ମହାଭାରତ. ବନ)